ବଙ୍ଗଳାରେ ଅସ୍ତ୍ରଶସ୍ତ୍ର ସହଜରେ ଉପଲବ୍ଧ, ଶସ୍ତାରେ ମିଳେ ବୋମା: ଟିଏମସି ସାଂସଦ
କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହୋଇଥିବା ହିଂସା ମଧ୍ୟରେ ଟିଏମସି ସାଂସଦ ଅର୍ଜୁନ ସିଂଙ୍କ ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି। ଅର୍ଜୁନ ସିଂ କହିଛନ୍ତି ଯେ ଯେହେତୁ ବଙ୍ଗଳାରେ ବୋମା ଶସ୍ତାରେ ଉପଲବ୍ଧ, ସେଥିପାଇଁ ଏହା ଏଠାରେ ଅଧିକ ବ୍ୟବହୃତ ହୁଏ। ଏହା ସହ ଅର୍ଜୁନ ସିଂ…