ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ନିକଟ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର
ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରୁ ପୁଣି ଜବତ ହେଲା ଲ୍ୟାଣ୍ଡମାଇନ୍ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋରାସେତୁର ହାଣ୍ଡିଖାଲ ଜଙ୍ଗଲରୁ ଜବତ ହୋଇଛି ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡମାଇନ । ବିଏସ୍ଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ସହ ମାଓବାଦୀଙ୍କ କିଛି ସାମଗ୍ରୀ ବି…