ୱେବ୍ ସିରଜ୍ ଦେଖି ୭୫ ଜଣଙ୍କ ଜୀବନ ବଂଚାଇଲା ନାବାଳକ !
ମହାରାଷ୍ଟ୍ର: ଡୋମ୍ବିଭଲିରେ ଗୁରୁବାର ସକାଳୁସକାଳୁ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ହେଲେ ବିଲ୍ଡିଂରେ ୭୦ରୁ ଅଧିକ ଲୋକ ରହୁଥିଲାବେଳେ ଏକ ନିଶ୍ଚିତ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଛନ୍ତି । ତେବେ ଭାଗ୍ୟ ନୁହେଁ ବରଂ ଜଣେ ନାବାଳକର ୱେବ୍ ସିରିଜ ନିଶା ପାଇଁ ଏଭଳି ଚମତ୍କାର ଘଟିଥିଲା ।…