Latest Odisha News
Browsing Tag

Burla Fire Station

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବୁର୍ଲା ଅଗ୍ନିଶମ କେନ୍ଦ୍ର ସିଲ୍

ସମ୍ୱଲପୁର: କରୋନା ଯୋଦ୍ଧାଙ୍କୁ କରୋନା । ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ । ଏହାପରେ ଆଜିଠୁ ସାତ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଅଗ୍ନିଶମ କେନ୍ଦ୍ର । ସଂକ୍ରମଣ ବଢ଼ିବା ଆଶଙ୍କାରେ ଓ ଅଗ୍ନିଶମ କେନ୍ଦ୍ରକୁ ସାନିଜାଇଜ୍ କରିବା ପାଇଁ ବନ୍ଦ ନିଷ୍ପତ୍ତି ନେଇଛି…