Latest Odisha News

BREAKING NEWS

Browsing Tag

Bus Catches Fire

ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ହୁତହୁତ୍ ହୋଇ ଜଳିଗଲା ବସ୍, ୪ ଯାତ୍ରୀ ଆହତ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଅଘଟଣ । ଓଭରବ୍ରିଜ୍ ପାର୍ଶ୍ୱ ରାସ୍ତା କଲଭର୍ଟରେ ପିଟି ହୋଇ ଏକ ଘରୋଇ ଯାତ୍ରୀବାହୀ ବସ୍ ଜଳି ଯାଇଛି । ଦୁର୍ଘଟଣାରେ ଉକ୍ତ ଯାତ୍ରୀବାହୀ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ…

ରାୟଗଡ଼ା-କୋରାପୁଟ ରାସ୍ତାରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡ଼ା: ଜଳିଗଲା ଯାତ୍ରୀବାହୀ ବସ୍ । ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣା ତାରିଣୀ ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ଗତକାଲି ରାତି ପାଖାପାଖି ଗୋଟାଏ ବେଳେ…

କଟକ ବାଦାମବାଡ଼ିରେ ଜଳିଗଲା ବସ୍

କଟକ: ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ଲାଗିଲା ନିଆଁ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ହୋଇଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏତେ ଜୋରରେ ନିଆଁ ଲାଗିଛି…