ଶ୍ରୀମନ୍ଦିର ଚାରିପାଖ ଖାଲି କରିବା ନିଷ୍ପତ୍ତିକୁ ସେବାୟତଙ୍କ ତୀବ୍ର ବିରୋଧ
ପୁରୀ: ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ କିଛି ସ୍ଥାନକୁ ଉଚ୍ଛେଦ କରିବା ଲାଗି ରାଜ୍ୟ କ୍ୟାବେନଟ୍ ନେଇଥିବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ଓ ସେବାୟତମାନେ ନାପସନ୍ଦ କରିଛନ୍ତି ।
“ଏହା ବିରୋଧରେ ଦରକାର ପଡିଲେ ଆମେମାନେ…