Latest Odisha News
Browsing Tag

can not marry

ବାହା ହୋଇପାରିବେନି ୨୧ ବର୍ଷରୁ କମ୍ ବୟସ୍କ ଯୁବକ; କିନ୍ତୁ ଲିଭ୍‌-ଇନ୍‌ରେ ରହିପାରିବେ

ନୂଆଦିଲ୍ଲୀ: ଗତ ସପ୍ତାହରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ୨୧ ବର୍ଷରୁ କମ୍ ବୟସ୍କ ଯୁବକ ବିବାହ କରିପାରିବେ ନାହିଁ, କିନ୍ତୁ ସେ ତାଙ୍କ ଇଚ୍ଛା ଅନୁଯାୟୀ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କା ମହିଳାଙ୍କ ସହମତିରେ ତାଙ୍କ ସହ ରହିପାରିବେ।…