କ୍ୟାନ୍ସର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା !
ବଲାଙ୍ଗୀର: ସମଗ୍ର ରାଜ୍ୟରେ ତାଣ୍ଡବ ରଚିଛି ୟାସ୍ । ପୂର୍ବରୁ ଘର ଦୁଆର ସାମ୍ନାରେ ଜଗି ରହିଛି କରୋନା ସଂକ୍ରମଣି । ଉଭୟ କରୋନା ଓ ୟାସ୍ ଲୋକଙ୍କ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲାବେଳେ ଟିକ୍ରାପଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା ।
କ୍ୟାନ୍ସର ଦେଉଥିଲା ଅସହ୍ୟ ପୀଡା । ବୋଧ ହୁଏ…