Latest Odisha News
Browsing Tag

Car Dealer Found Hanging

ଘରୁ କାର୍ ଡିଲରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଜଣେ କାର୍ ଡିଲର ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ବାସଭବନରୁ ମଙ୍ଗଳବାର ମିଳିଛି । ମୃତକ ଭିକି ହରୀଶ ପୁରୀ ବୋଲି ଜଣାପଡ଼ିଛି । କାର୍ ଡିଲର ଭିକି ହରୀଶ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଅନୁସାରେ, ଭିକି…