Latest Odisha News

BREAKING NEWS

Browsing Tag

cash seized

ବରଗଡରେ ବ୍ୟବସାୟୀଙ୍କ ଗାଡିରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଗାଡିରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି । ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଗତକାଲି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିବା…

ବାଲେଶ୍ୱରର ବସ୍ତାରୁ ଜବତ ହେଲା ୨.୩୫ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ…

ଝାରସୁଗୁଡ଼ାରେ କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ନିକଟରେ ଗୁରୁବାର ରାତିରେ ପୋଲିସ ଏକ ଗାଡିରୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଏହି ଏସୟୁଭି ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ଗାଡିକୁ ଯାଞ୍ଚ…