କଟକଣା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଚିଠି
ନୂଆଦିଲ୍ଲୀ: ପ୍ରତ୍ୟେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ କମିବାରେ ଲାଗିଛି । ତଥାପି କିଛି ରାଜ୍ୟରେ କଟକଣା ବଳବତ୍ତର ରହିଛି । ଏହି କଟକଣାକୁ ଉଠାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି ।
ଗତ ସପ୍ତାହ ପାଖରୁ କରୋନା ସଂକ୍ରମଣ କମ୍…