ଧନ ବୃଦ୍ଧି କରାଇବ ଚାଣକ୍ୟଙ୍କ ଏହି ଉପାୟ !
ଭୁବନେଶ୍ୱର: ଜୀବନର ଅନେକ ଗୂଢ ରହସ୍ୟର ସମାଧାନର ବାଟ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ବତାଇ ଦେଇଛନ୍ତି । ସେଥି ମଧ୍ୟରୁ ଧନ ବୃଦ୍ଧି ଅନ୍ୟତମ। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ।
ଚାଣକ୍ୟ ବାଣୀ ଅନୁଯାୟୀ, ପଇସା ରୋଜଗାର କରିବା ଏବଂ ସଞ୍ଚୟ…