ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ
ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି ।
ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ…