ଅନ୍ସ୍କ୍ରିନ ଚରିତ୍ରକୁ ନେଇ ମୁଁ ଖୁବ ସ୍ୱାର୍ଥୀ; ଦିବ୍ୟେନ୍ଦୁ ଶର୍ମା
ମୁମ୍ବାଇ: ଲକଡାଉନରେ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ହେଲେ ସେବେଠୁ ଜୋର ଧରିଛି ୱେବ୍ ସିରିଜ୍ ଟ୍ରେଣ୍ଡ । ଏହି ଧାରାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଦିବ୍ୟେନ୍ଦୁ ଶର୍ମା । ୨୦୧୧ରେ ପ୍ୟାର୍ କା ପଂଚନାମା ଭଳି ଫିଲ୍ମରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ହେଲେ ଏବେ…