Latest Odisha News
Browsing Tag

Chetanar chouhadi

ସାଧନାର ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜ୍ଞାନ ଓ କର୍ମର ସ୧ିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ । ସଂସାରକୁ ସୁଖୀ ରଖିବାର ମୂଳମବ ହେଉଛି- ଏହି ମହୀକୁ ଦୁଷ୍ଟ କବଳରୁ ମୁକ୍ତ କରିବା । ପରମାଞଗା ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାଞଗାଙ୍କର ପବିତ୍ର ଅଂଶ ହିଁ…

ଅହଂକାରର ପତନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ…

ସାଧୁଙ୍କ ନିୟମ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…

ଚିନ୍ତନ ମନନ : ଧ୍ୟାନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଏକ ବିଷୟରେ ଏକାଗ୍ର ଚିନ୍ତନ ମନନ : ଧ୍ୟାନ । କୌଣସି ଦେବତାଙ୍କୁ ମବ ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ । ଧ୍ୟାନଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନ୧⁄୨କ୍ଷୁରେ ପ୍ରତିଭାତ ହୁଏ । ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ…

ତଥାସ୍ତୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା । ତାଙ୍କରି ଅନୁସାରେ ମନୁଷ୍ୟର ଭାଗ୍ୟ ର୍ଦ୍ଧାରିତ ହୁଏ । ମନୁଷ୍ୟର ଭାଗ୍ୟ... ଇଶ୍ୱରଙ୍କ ଅନୁଯାୟୀ ଲିଖିତ । ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଆପଣମାନେ କେବେ ଅନୁଭବ କରିଛନ୍ତି…

ପ୍ରଜାନୁରଞକ ରାଜା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ରାଜା ଥିଲେ ଅତ୍ୟନ୍ତ ପ୍ରଜା ବତ୍ସଳ ନ୍ୟାୟ ପ୍ରିୟ ଏବଂ ଧାର୍ମିକ ପ୍ରକୃତିର। ସେ ପ୍ରତିଦିନ ଶନି ଦେବଙ୍କୁ ପୂଜାପାଠ ଓ ସ୍ତୁତି କରୁଥିଲେ । ଦିନେ ଶନି ଦେବ ଅତ୍ୟନ୍ତ ପ୍ରିତ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ - ହେ ରାଜନ !…

ଶିବଙ୍କର ବାଲ୍ୟରୂପ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ବିଷ୍ଣୁ ପୁରାଣରେ ଶିବଙ୍କ ବାଲ୍ୟ ରୂପ ବର୍ଣ୍ଣିତ । ବିଷ୍ଣୁଙ୍କ କାନ ମଇଳା ରୁ ଜନ୍ମ ହୋଇଥିବା ମଧୁ-କଟଭ ରାକ୍ଷସର ବଧ ପରେ, ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ । ସୃଷ୍ଟି ପାଇଁ ବ୍ରହ୍ମାଙ୍କ ଏକ ସନ୍ତାନ ଆବଶ୍ୟକ ଥିଲା। ଏଥିପାଇଁ ସେ…

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ - କ'ଣ କରିବା ମୋର ଭାଗ୍ୟ ରେ ନାହିଁ !…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ଯ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମ ଜ୍ଞାନୀମାନେ ଦେହlଭିମାନରୁ…