ଚୀନର କମ୍ୟୁନିଷ୍ଟ ପାର୍ଟି ପଦାଧିକାରୀଙ୍କୁ ଭିସା ଦେବନି ଆମେରିକା
ଓ୍ୱାଶିଂଟନ୍: ହଂକଂ ମାମଲାଲରେ ଖୋଲାଖୋଲି ଚୀନ ବିରୋଧରେ ଆଗକୁ ବାହାରିଛି ଆମେରିକା । ନିଷ୍ପତ୍ତି ନେଇଛି, ଚୀନରେ ଶାସନ ଗାଦିରେ ବସିଥିବା କମ୍ୟୁନିଷ୍ଟ ପାର୍ଟିର (ସିସିପି) ପଦାଧିକାରୀଙ୍କୁ ଭିସା ଦେବ ନାହିଁ । ଏପରିକି ଭିସା ପ୍ରତିବନ୍ଧକ ତାଲିକାରେ ସେମାନଙ୍କ ପରିବାର ସଦସ୍ୟ ବି ରହିପାରନ୍ତି…