ବଢୁଛି ତାତି, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ
ଭୁବନେଶ୍ବର: ୨୦ ଦିନରୁ ଅଧିକ ସମୟ ପରେ ଆଜି ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀ ପ୍ରଚଣ୍ଡ ଅଗ୍ନିବର୍ଷାରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ। କିନ୍ତୁ ଆଜି ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଇଥିଲେ ରାଜଧାନୀବାସୀ । ଗତକାଲି ଅପେକ୍ଷା ହଠାତ୍ ଆଜି ରାଜଧାନୀର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯାଇଥିଲା।…