ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ହାଇକୋର୍ଟରେ ଆବେଦନ
କଟକ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦେବାକୁ ଆବେଦନ । ଗୋପାଳ ଦାସକୁ ଚୌଦ୍ୱାର ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ଲାଗି ହାଇକୋର୍ଟ ଆବେଦନ ହୋଇଛି ।
ଆବେଦନରେ ଓକିଲ ବଲାଙ୍ଗିର ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ…