୧୫ ଡ଼ିଗ୍ରୀ ତଳେ ରାଜ୍ୟର ୮ ସହର; ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର
ଭୁବନେଶ୍ବର: ୧୫ ଡିଗ୍ରୀ ତଳେ ରହିଛି ଓଡିଶାର ୮ ସହର। ୧୦ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି।
ଫୁଲବାଣୀ ରେ ୧୧.୫ଡ଼ିଗ୍ରୀ, କୋରାପୁଟ ୧୨.୦ଡ଼ିଗ୍ରୀ, କେନ୍ଦୁଝର ୧୩.୦, ଭବାନୀପାଟଣା ଏବଂ ଝାରସୁଗୁଡା ରେ ୧୪.୨ଡ଼ିଗ୍ରୀ, ଟିଟଲାଗଡ ଏବଂ ସୋନପୁରରେ ୧୪.୮…