ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ପ୍ରଭାବିତଙ୍କୁ ମିଳିବ ମଧୁବାବୁ ପେନସନ
ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକି ଚାଲିଛି କରୋନା ସଂକ୍ରମଣ । ମହାମାରୀରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନେକ ସ୍ବାମୀ ହରାଇଥିବା ଅନେକ ଶିଶୁ ଅନାଥ ହୋଇଗଲେଣି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ କରୋନା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା…