ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର ଓ ପ୍ରଶିକ୍ଷକ ଅରୁଣ ଦାସ ପାଇବେ ଓସ୍ଜା ପୁରସ୍କାର
ଭୁବନେଶ୍ବର: ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ ପାଇବେ ଓସ୍ଜା ପୁରସ୍କାର । ଓଡ଼ିଶାର ଦ୍ବିତୀୟ ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର ଏବଂ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଅରୁଣ ଦାସଙ୍କୁ ଚଳିତ ବର୍ଷର ବାର୍ଷିକ ଓସ୍ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ପ୍ରଦାନ କରାଯିବ ।…