Latest Odisha News
Browsing Tag

collapses

ଦୋଳିରୁ ପଡି ଦମ୍ପତିଙ୍କ ସହ ନାବାଳକ ଗୁରୁତର

ରାଉରକେଲା: ରାଉରକେଲାର ଟେଲିଫୋନ ଭବନରେ ଶୁକ୍ରବାର ଦିନ ଅଘଟଣ ଘଟିଛି। ଦୋଳିରୁ ପଡି ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ଗୁରୁତର ଆହତ ହୋଇଛନ୍ତି। ପରିବାରର ତିନିଜଣ ସଦସ୍ୟଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ରାଉରକେଲାସ୍ଥିତ…

ରାଜଧାନୀରେ ପ୍ରବଳ ବର୍ଷାରେ ଭାଙ୍ଗିଗଲା ପୂଜା ପେଣ୍ଡାଲ୍

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସାରା ଓଡିଶାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଦିନ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରସୁଲଗଡରେ ଏକ ନିର୍ମାଣାଧୀନ ପେଣ୍ଡାଲ୍ ଭୁଶୁଡି ପଡିଛି। ପ୍ରବଳ ବର୍ଷା ହେତୁ ୩୦ ଫୁଟ ଉଚ୍ଚ ଏବଂ ୨୦ ଫୁଟ ଚଉଡା ଲାଇଟ୍ ଗେଟ୍…

ଭାଙ୍ଗିଗଲା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି, ବର୍ଷେ ତଳେ ହୋଇଥିଲା ଉନ୍ମୋଚନ

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଭୁଶୁଡି ପଡିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲବନର ରାଜକୋଟ ଦୁର୍ଗରେ ଉନ୍ମୋଚନ କରିଥିଲେ।…