ଓଡ଼ିଶାରେ ପ୍ରତିଷ୍ଠା କରାଯିବ ୪ ଗୋଟି ବାଣିଜ୍ୟିକ କୋର୍ଟ
ଭୁବନେଶ୍ୱର: ଓଡ଼ିଶାରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ସୂଚନା ମିଳିଛି।
ବାଣିଜ୍ୟିକ ମାମଲା ଗୁଡିକର ବିଚାର ନିମନ୍ତେ ଏଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି।
ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦…