‘ଗଳା ଯନ୍ତ୍ରଣା’ ଓମିକ୍ରନ୍ର ପ୍ରଥମ ଲକ୍ଷଣ
ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ୍ ପୃଥିବୀର ବିଭିନ୍ନ ସ୍ଥାନକୁ ମାଡିସାରିଲାଣି। ବୈଜ୍ଞାନିକମାନେ ପ୍ରତିବନ୍ଧକ ଏବଂ ଲକଡାଉନ୍ ସହିତ ଟିକା କ୍ଷମତାକୁ ବଢାଇବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। ଓମିକ୍ରନ୍ ରୋଗୀଙ୍କୁ ଯାଞ୍ଚ କରୁଥିବା ବୈଜ୍ଞାନିକମାନେ ବର୍ତ୍ତମାନ ରିପୋର୍ଟ କରିଛନ୍ତି ଯେ…