ଅଧରାତିରେ ହାଇଡ୍ରାମା, ପୋଲିସକୁ ୩ କିଲୋମିଟର ଦୌଡ଼ାଇଲେ ମଦୁଆ
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଚାଲିଛି ରେସ୍ । ମଦୁଆଙ୍କ ଗାଡ଼ି ପଛେ ପଛେ ପିଛା କରୁଛି ପିସିଆର୍ ଭ୍ୟାନ୍ । ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବଳେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ନିଶାଡ଼ି ଏମିତି ପୋଲିସକୁ ଅଧ ଘଣ୍ଟା ଧରି ନାକେଦମ୍ କରିଥିଲେ । ମଦ ପିଇ କଳା ରଙ୍ଗର କାରରେ ୩ ଯୁବକ…