Latest Odisha News
Browsing Tag

Corona Crisis

କୁଆଡେ ଯିବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ?

ଭବାନୀପାଟଣା: କରୋନା ମହାମାରୀ ପାଇଁ ସବୁଠୁ ବେଶି ଉପେକ୍ଷିତ ହୋଇଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ରୋଜଗାର ଠପ୍‌, ଖାଦ୍ୟ ଜୁଟାଇବାକୁ ହଜିଯାଇଛି ରାତିର ନିଦ । ଦାଦନ ହେଉ କି ଦିନ ମଜୁରିଆ । ଛୋଟମୋଟ ଚାକିରିଆ ହୁଅନ୍ତୁ ଅବା କ୍ଷୁଦ୍ର ବ୍ୟବସାୟ । ଦୁଇ ପଇସା ଆଣିଲେ ନିମ୍ନ ଓ…

କରୋନା ଯୋଗୁଁ ଜନଗଣନା-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ହେତୁ ଜନଗଣନା ୨୦୨୧ର ପ୍ରଥମ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦକୁ ସୂଚନା ଦେଇଛି। ଏହାକୁ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦, ୨୦୨୦ ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକଳାପ କେବେ ହେବ ସେନେଇ ଚୂଡ଼ାନ୍ତ…

କରୋନା ପରିସ୍ଥିତିକୁ ନେଇ ବର୍ଷିଲେ ରାହୁଲ, କହିଲେ ‘ମୋଦି ଜୀ ଆପଣ ମୟୂର ଖେଳାନ୍ତୁ’

ନୂଆଦିଲ୍ଲୀ: ଦେଶରେ କୋଭିଡ ପରିସ୍ଥିତି କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି ଯାହାର ଅର୍ଥ ହେଉଛି, ଯେ ପ୍ରଧାନମନ୍ତ୍ରୀ ମୟୂର ସହ ବ୍ୟସ୍ତ ଥିବାରୁ…