କରୋନା ସହ ଲଢିବା ପାଇଁ କରୋନିଲ୍ ହେଉଛି ପ୍ରଥମ ପ୍ରମାଣ ଭିତ୍ତିକ ଔଷଧ; ପତଞ୍ଜଳି
ନୂଆଦିଲ୍ଲୀ: ଶୁକ୍ରବାର ଦିନ ହରିଦ୍ୱାର ସ୍ଥିତ ପତଞ୍ଜଳି ଆୟୁର୍ବେଦ କହିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରମାଣୀକରଣ ଯୋଜନା ଅନୁଯାୟୀ କରୋନିଲ ବର୍ତ୍ତମାନ ଆୟୁଷ ମନ୍ତ୍ରଣାଳୟରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।
କୋଭିଡ-୧୯ ସହିତ ଲଢିବା ପାଇଁ ଏହା ହେଉଛି ପ୍ରଥମ ପ୍ରମାଣ ଭିତ୍ତିକ…