Latest Odisha News

BREAKING NEWS

Browsing Tag

corona second wave

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ତରଙ୍ଗ ସମୟରେ ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଅନେକ ଡାକ୍ତରଙ୍କ ଜୀବନ ନେଲାଣି କରୋନା। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) କହିଛି ଯେ ଦ୍ୱିତୀୟ ତରଙ୍ଗ ସମୟରେ ୭୯୮ ଡାକ୍ତର ପ୍ରାଣ ହରାଇଛନ୍ତି ତଥ୍ୟ ଅନୁଯାୟୀ…

ଦ୍ୱିତୀୟ ତରଙ୍ଗ ସମୟରେ ୩୪,୦୦୦ ରୁ ଅଧିକ ପିଲା ହୋଇଛନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସାମରେ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ୧୮ ବର୍ଷରୁ କମ୍ ବୟସର ୩୪,୦୬୬ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ରିପୋର୍ଟ ହୋଇଥିବା ମୋଟ ମାମଲାର ଏହା ୨ ପ୍ରତିଶତ ଅଟେ।…

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୭୬ ଡାକ୍ତରଙ୍କ ଜୀବନ

ନଆଦିଲ୍ଲୀ: କରୋନା ଦ୍ବିତୀୟ ଲହର ଯୋଗୁ ଗଲାଣି ୭୭୬ ଜଣ ଡାକ୍ତରଙ୍କ ଜୀବନ। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୭୭୬ ଜଣ ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟରେ ଅନୁଯାୟୀ…