Latest Odisha News

BREAKING NEWS

ଦ୍ୱିତୀୟ ତରଙ୍ଗ ସମୟରେ ୩୪,୦୦୦ ରୁ ଅଧିକ ପିଲା ହୋଇଛନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସାମରେ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ୧୮ ବର୍ଷରୁ କମ୍ ବୟସର ୩୪,୦୬୬ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଏପ୍ରିଲରୁ ରିପୋର୍ଟ ହୋଇଥିବା ମୋଟ ମାମଲାର ଏହା ୨ ପ୍ରତିଶତ ଅଟେ।

ମୋଟ ୫,୭୫୫ ମାମଲା ପାଞ୍ଚ ବର୍ଷରୁ କମ୍ ଶିଶୁ ହୋଇଥିବାବେଳେ ୨୮,୮୫୧ଟି ମାମଲା ୬ ରୁ ୧୮ ବର୍ଷ ମଧ୍ୟରେ ରହିଛି।

Leave A Reply

Your email address will not be published.