ସୋମବାରଠାରୁ ଦୁଇ ଦିନିଆ ସଟଡାଉନ ଓଡ଼ିଶା ସମ୍ବାଦ ବ୍ୟୁରୋ ନୟାଗଡ଼: କୋଭିଡ-୧୯ ପ୍ରସାରକୁ ଅଟକାଇବା ପାଇଁ ଜିଲ୍ଲା ପ୍ରଶାସନ ସୋମବାର ଠାରୁ ନୟାଗଡ଼ ସହରରେ ଦୁଇ ଦିନିଆ ବନ୍ଦ ଘୋଷଣା କରିଛି। ଏହି ସମୟ ମଧ୍ୟରେ ଟାଉନ୍ ସଂପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।