Latest Odisha News

BREAKING NEWS

ସୋମବାରଠାରୁ ଦୁଇ ଦିନିଆ ସଟଡାଉନ

ନୟାଗଡ଼: କୋଭିଡ-୧୯ ପ୍ରସାରକୁ ଅଟକାଇବା ପାଇଁ ଜିଲ୍ଲା ପ୍ରଶାସନ ସୋମବାର ଠାରୁ ନୟାଗଡ଼ ସହରରେ ଦୁଇ ଦିନିଆ ବନ୍ଦ ଘୋଷଣା କରିଛି।

ଏହି ସମୟ ମଧ୍ୟରେ ଟାଉନ୍ ସଂପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.