କୋଭିସିଲ୍ଡକୁ DCGIର ମଞ୍ଜୁରୀ ପରେ କ’ଣ ପ୍ରତିକ୍ରିୟା ରଖିଲେ ଆଦର ପୁନାୱାଲା…
ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନକୁ ଅପେକ୍ଷା କରିଥିବା ଜନସାଧାରଣଙ୍କ ପାଇଁ ଖୁସି ଖବର।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)…