ପୁଷ୍ଟିହୀନତା ଥିବା କରୋନା ରୋଗୀଙ୍କଠାରେ ମୃତ୍ୟୁ ଆଶଙ୍କା ଅଧିକ
ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ପୁଷ୍ଟିହୀନତାର ଶିକାର ହୋଇଥିବା ବୟସ୍କ ଏବଂ ଶିଶୁମାନଙ୍କଠାରେ କରୋନା ଜନିତ ମୃତ୍ୟୁର ବିପଦ ଅଧିକ ରହିଛି।
ଅଧ୍ୟୟନ ଅନୁଯାୟୀ, ପୁଷ୍ଟିହୀନତା ପ୍ରତିରକ୍ଷା ପ୍ରଣାଳୀର ସଠିକ୍ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ଏବଂ ଅନ୍ୟ ଭୂତାଣୁଙ୍କ ପାଇଁ…