୧୦ଟି କମ୍ପାନୀର କରୋନା ଔଷଧ ପରୀକ୍ଷା କରିବ ILS
ଭୁୁବନେଶ୍ୱର: ଓଡିଶାରେ ୧୦ କରୋନା ଔଷଧର ପରୀକ୍ଷା ହେବ । ଦେଶର ୧୦ଟି କମ୍ପାନୀର କୋଭିଡ୍ ଔଷଧ ପରୀକ୍ଷା କରିବ ILS । ଔଷଧ ଆକ୍ରାନ୍ତଙ୍କଠାରେ କିଭଳି କାମ କରୁଛି ସେନେଇ ପରୀକ୍ଷା କରାଯିବ । ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଔଷଧର ପରୀକ୍ଷା ହେବ । ଭୁବନେଶ୍ବର ILS ପରୀକ୍ଷାଗାରରେ ହେବ…