Latest Odisha News

BREAKING NEWS

Browsing Tag

Covid Fight

କୋଭିଡ୍‌ ମୁକାବିଲା; ପଦ୍ମ ପୁରସ୍କାର ପାଇଁ ୩ ଡାକ୍ତରଙ୍କ ନାଁ ସୁପାରିଶ୍‌ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କୋଭିଡ୍‌ ମୁକାବିଲାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ୩ ଜଣ ଡାକ୍ତରଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ସୁପାରିଶ୍‌ କରିଛନ୍ତି ଦିଲ୍ଲୀ ସରକାର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ସରକାର ଡ।. ଶିବ କୁମାର ସରିନ, ଡ।. ସୁରେଶ କୁମାର ଏବଂ ଡ।. ସନ୍ଦୀପ…

କରୋନା ମୁକାବିଲା; ସିଏମ୍‌ସି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଅଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ସିଏମ୍‌ସି ପୂର୍ବରୁ ୨୬,୭୧,୧୯,୧୪୪ କୋଟି ଟଙ୍କା ପାଇଥିଲା।…

କରୋନା ମୁକାବିଲା; ଭାରତକୁ ସାହାଯ୍ୟର ପ୍ରତିଶ୍ରୁତି ଦେଲା ଆପଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ-୧୯ ସଙ୍କଟ ବଢୁଥିବାରୁ ଆପଲ ସିଇଓ ଟିମ କୁକ ଭାରତକୁ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି। କୁକ୍ କହିଛନ୍ତି ଯେ କୁକ୍‌ ଆପଲ୍‌ ଭାରତକୁ ସହାୟତା କରିବ ଏବଂ ଆବଶ୍ୟକ ରିଲିଫ୍ ଯୋଗାଇଦେବ। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ…

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…