ଭାରତକୁ ପୁଣି ଫେରିବ କି କରୋନା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: କୋଭିଡ-୧୯ ଭାରତକୁ ପୁଣି ଥରେ ଫେରିବାକୁ ଯାଉଛି।ଏନେଇ ସତର୍କ ରହିବାକୁ ସଚେତନ କରିଛନ୍ତି ବିଶେଷଜ୍ଞ।
୨୦୨୦-୨୧ ମଧ୍ୟରେ ଦେଶ କୋଭିଡ ମହାମାରୀରେ ସଂକ୍ରମିତ ହୋଇଥିଲା। ଏବେ ପୁଣି ଥରେ କୋଭିଡ-୧୯ ବ୍ୟାପୁଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ଆମେରିକାରୁ ଦକ୍ଷିଣ…