ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ
ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ ।
ଜଣେ ବ୍ୟକ୍ତି ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି ଓ ଅନ୍ୟ ଜଣେ ମହିଳା …