‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’
ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍ସି କମିଶନର ସାମ୍ବାଦିକ ସମ୍ମିଳନୀରେ…