ଅଗଷ୍ଟରେ ଆସିବ ତୃତୀୟ ଲହର!
ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସାରା ଦେଶରେ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ସଦ୍ୟ ରିପୋର୍ଟ ଅନୁଯାୟୀ ତୃତୀୟ ତରଙ୍ଗ ଆସନ୍ତା ମାସରେ ଅଗଷ୍ଟ ମାସରେ ଭାରତକୁ ଛୁଇଁପାରେ।
ଏସବିଆଇ ରିସର୍ଚ୍ଚ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସନ୍ତା ମାସରେ ଭାରତ ଛୁଇଁପାରେ…