Latest Odisha News

BREAKING NEWS

Browsing Tag

covid third wave

ଓଡ଼ିଶାରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ !

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମୁଛି । ଆକ୍ଟିଭ କେସ ତଳମୁହାଁ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମଣର ବେସ୍ ଲାଇନ୍ ଆସିବା ଦରକାର । ଏବେ…

ରାଜ୍ୟରେ ଜାନୁଆରୀ ଶେଷ ପୂର୍ବରୁ ଶିଖର ଛୁଇଁବ ତୃତୀୟ ଲହର?

ଭୁବନେଶ୍ୱର: ଅନେକ ବଡ ସହରରେ ତୃତୀୟ ଲହର ଶିଖର ଛୁଇଁସାରିଲାଣି। ଓଡ଼ିଶାରେ କେବେ ପିକ୍‌ କରିବ ସେନେଇ ଆଶଙ୍କା ବଢିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତାର କ୍ୟାସଲୋଡ୍‌କୁ ଦୃଷ୍ଟିରେ ରଖି ବିଚାର କରାଯାଉଛି ଯେ ଜାନୁଆରୀ ୧୩ରୁ ୧୦ ହଜାରରୁ ଅଧିକ ମାମଲା ରିପୋର୍ଟ କରୁଥିବା ଓଡିଶା ଜାନୁଆରୀ ଶେଷ…

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶିଖର ଛୁଇଁପାରେ କରୋନା ତୃତୀୟ ଲହର

ଭୁବନେଶ୍ୱର: ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ତୃତୀୟ ତରଙ୍ଗ ଶିଖର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର କହିଛନ୍ତି। ସେ କହିଛନ୍ତି, " ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମାମଲା ସର୍ବାଧିକ…

ଭାରତରେ ଫେବ୍ରୁଆରୀରେ ଓମିକ୍ରନ୍ ଆଣିବ ତୃତୀୟ ଲହର !

ନୂଆଦିଲ୍ଲୀ: ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଓମିକ୍ରନ୍ ପ୍ରଭାବ ଦେଖାଉଛି । ସଂକ୍ରମଣ ହୁ ହୁ ହୋଇ ବଢୁଛି । ବିଶ୍ୱରେ ପାଖାପାଖି ୯୦ ଦେଶରେ ବ୍ୟାପିଲାଣି ଓମିକ୍ରନ୍ । ଭାରତରେ ୧୨ ରାଜ୍ୟରେ ୧୪୫ ସଂକ୍ରମିତ ଚିହ୍ନଟ ହେଲେଣି । ଏଭଳି ସ୍ଥିତିରେ ଆଗକୁ ଦେଶରେ ଓମିକ୍ରନ୍ ଦ୍ରୁତ…

IMA ଦେଲା କୋଭିଡ୍ ତୃତୀୟ ଲହର ନେଇ ସତର୍କବାଣୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଡରାଇଛି ଓମିକ୍ରନ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ମାଡୁଛି । ଭାରତରେ ବି ବିଭିନ୍ନ ରାଜ୍ୟକୁ ଡେଇଁଲାଣି ଓମିକ୍ରନ । ସଂକ୍ରମଣ ନିୟନ୍ତ୍ରଣରେ ସଠିକ ପ୍ରତିଷେଧକମୂଳକ ପଦକ୍ଷେପ ନନେଲ ଖୁବଶୀଘ୍ର ଭାରତରେ ବଡ଼ ଧରଣର କୋଭିଡ୍ ତୃତୀୟ ଲହର ଆସିପାରେ । ଏଭଳି ସତର୍କବାଣୀ…

ତୃତୀୟ ଲହର ପିକରେ ୧୦୦ରୁ ୨୩ ପିଲାଙ୍କୁ ଦରକାର ହସ୍ପିଟାଲାଇଜେସନ୍

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପ୍ଟେମ୍ବରରେ ଥାର୍ଡ ଓ୍ୱେଭ ଆସିଲେ ଅକ୍ଟୋବରରେ ଏହା ପିକ୍ ଛୁଇଁବ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ତୃତୀୟ ଲହର; ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଏମ୍ସର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଅବଶ୍ୟମ୍ଭାବୀ ତୃତୀୟ ତରଙ୍ଗର ପ୍ରଭାବ ବଢିପାରେ। ଏହାର ପ୍ରଭାବ ପ୍ରକୋପ ଦ୍ବିତୀୟ ତରଙ୍ଗ ତୁଳନାରେ କମ୍ ହୋଇପାରେ ବୋଲି ଜଣାପଡ଼ିଛି। ଚତୁର୍ଥ ସେରୋ ସର୍ଭେରୁ ଏହା ଜଣାପଡିଛି। ଡା.…

ଓଡ଼ିଶାରେ ଆସିନି କରୋନାର ଥାର୍ଡ ଓ୍ୱେଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ । ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ…

ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲା ତୃତୀୟ ତରଙ୍ଗର ସଙ୍କେତ ହୋଇପାରେ; ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ବଢୁଥିବା ଦୈନିକ କରୋନା ସଂକ୍ରମଣ ଏବେ ତୃତୀୟ ତରଙ୍ଗକୁ ଆଶଙ୍କା ବୃଦ୍ଧି କରିଛି। ଜୁଲାଇର ପ୍ରଥମ ୧୧ ଦିନରେ, ମହାରାଷ୍ଟ୍ରରେ ୮୮,୧୩୦ଟି କୋଭିଡ-୧୯ ମାମଲା ରିପୋର୍ଟ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାଭାଇରସ୍ ରୋଗର ଏହି ବୃଦ୍ଧି ତୃତୀୟ ତରଙ୍ଗର ସଙ୍କେତ…

ଜୁଲାଇରୁ ଆରମ୍ଭ ହେଲାଣି ତୃତୀୟ ଲହର; ରିପୋର୍ଟ

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କରୋନା ଦ୍ବିତୀୟ ତରଙ୍ଗ ନଥମୁଣୁ ତୃତୀୟ ଲହରକୁ ଆଶଙ୍କା ବୃଦ୍ଧି ପାଇଛି। ବିଭିନ୍ନ ବୈଜ୍ଞାନିକଙ୍କ ମତନୁଯାୟୀ ଅଗଷ୍ଟ ମଧ୍ୟ ଭାଗରୁ ଶେଷ ମଧ୍ୟରେ ତୃତୀୟ ଲହର ଆସିବ ଏବଂ ଏହା ସେପ୍ଟେମ୍ବରୁ ଅକ୍ଟୋବର ମଧ୍ୟରେ ଶିଖର ଛୁଇଁବ ବୋଲି ତଥ୍ୟ ପ୍ରକାଶ ପାଇଛି। ତେବେ…