କରୋନା ସଂକ୍ରମଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ
ଯାଜପୁର: କରୋନା ସଂକ୍ରମଣରେ ଯାଜପୁର ମୁନସିପାଲଟି ସ୍ୱାସ୍ଥ୍ୟ କର୍ମୀଙ୍କ ଦେହାନ୍ତ ହୋଇଥିବା ନେଇ ଶନିବାର ଦିନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଯାଜପୁର ମୁନସିପାଲଟି ଅନ୍ତର୍ଗତ କୋଭିଡ କେୟାର ସେଣ୍ଟରକୁ ମନିଟର କରୁଥିଲେ ସ୍ୱାସ୍ଥ୍ୟ କର୍ମୀ ଲୋକେଶ…