Latest Odisha News
Browsing Tag

covishield and covaxin

କୋଭାକ୍ସିନ୍, କୋଭିଶିଲ୍ଡ ଟିକା ମିଶ୍ରଣ ଉପରେ ଅଧ୍ୟୟନକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଦୁଇଟି ପୃଥକ୍‌ ଟିକାର ମିଶ୍ରଣ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଜଣେ ବ୍ୟକ୍ତି ଉଭୟ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକା ନେଇପାରିବ କି ନାହିଁ ତାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଭାରତରେ କୋଭାକ୍ସିନ ଏବଂ…

କୋଭାଶିଲ୍ଡକୁ ୭ ୟୁରୋପିଆନ୍ ଦେଶ ଦେଲେ ଗ୍ରୀନପାସ୍‌

ନୂଆଦିଲ୍ଲୀ: ଭାରତୀୟ ଟୀକାକୁ ୟୁରୋପିଆନ ୟୁନିୟନ ଅନୁମତି ଦେଉ ନ ଥିବାରୁ ସରକାର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଗୁରୁବାର ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭାଶିଲ୍ଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ ଦେବେ ବୋଲି ନିଷ୍ପତି…

ଡେଲଟା ମ୍ୟୁଟାଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: ଡେଲଟା ପ୍ଲସ୍ ଭାରିଆଣ୍ଟ ଏବେ ଚିନ୍ତା ବଢାଇଥିବା ବେଳେ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଜାଣିବାକୁ ମିଳିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା କରୋନା ଭୂତାଣୁର ନୂଆ ପ୍ରକାର ତଥା ଆଲଫା, ବିଟା, ଗାମା ଏବଂ ଡେଲଟା ବିରୁଦ୍ଧରେ ପ୍ରଭାବଶାଳୀ। ତେବେ ଏହି ଦୁଇଟି ଟିକା ଡେଲଟା…