Latest Odisha News

BREAKING NEWS

Browsing Tag

Crime Branch ADG

ଡିଜି କ୍ୟାମ୍ପରେ ଟପ ପୋଲିସ ଅଧିକାରୀ; ନବ ଦାସ ହତ୍ୟା ମାମଲା ନେଇ ଆଲୋଚନା !

ଭୁବନେଶ୍ୱର:  ନବ ଦାସ ହତ୍ୟାକାଣ୍ଡକ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ବିଧାନସ ସଭା କମ୍ପୁଛି । ଶାସକ-ବିରୋଧୀ ଭାଷଣବାଜିକୁ ନେଇ ମିଡିଆ ବ୍ୟସ୍ତ । ଏସବୁ ଭିତରେ ଆଜି ଏକାଠି ହୋଇଛନ୍ତି ଟପ  ପୋଲିସ ଅଧିକାରୀ ।  ଡ଼ିଜି କ୍ୟାମ୍ପ ଅଫିସରେ ଆଜି ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ ଏକାଠି…

କୋଭିଡ୍ ଔଷଧ ଓ ସ୍ୱାସ୍ଥ୍ୟ ସାମଗ୍ରୀର କଳାବଜାର ଉପରେ ନଜର ରଖିବ ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା କାଳରେ ଔଷଧ କଳାବଜାର କରୁଥିଲେ ସାବଧାନ ହୁଅନ୍ତୁ । ନଚେତ୍ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାର ରୋକିବାକୁ ଗଠନ ହୋଇଛି ୨୩ଟି ସ୍ପେଶାଲ୍ ସ୍କ୍ୱାଡ୍ । ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । ଏନେଇ ଆଜି ସୂଚନା ଦେଇଛନ୍ତି…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ADG ଆଜି ହାଜର ହେବେ । ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ । ପୂର୍ବ ଶୁଣାଣିରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି କହିବା ସହ…

‘ଚଞ୍ଚକତା କରି, ଲୋକଙ୍କୁ ଠକି ସାରୁଅ ଜମି ହଡପ କରାଯାଇଛି’

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ନେଇ ନୂଆ ସୂଚନା ଦେଲା କ୍ରାଇବ୍ରାଂଚ । ଚଞ୍ଚକତା କରି, ଲୋକଙ୍କୁ ଠକି ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡକ କରିଚି । ପ୍ରଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେ…