ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ୍ ହେଲା କ୍ୟୁବା
ୱାଶିଂଟନ୍: ଆତଙ୍କବାଦ ପ୍ରାୟୋଜିତ କରୁଥିବା ଦେଶ ତାଲିକାରେ ଆମେରିକା ପୁଣି କ୍ୟୁବାକୁ ସ୍ଥାନିତ କରିଛି। କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନେଇଥିଛନ୍ତି। ଆମେରିକାର ତାଲିକାରେ କ୍ୟୁବା ପ୍ରଥମ ନାମ ଥିଲା, ଯାହା…