ଭାଇରାଲ୍ ପୋଷ୍ଟମୋର୍ଟମ୍; କଳା ଜିରାରେ ରହିଛି ୧୦୦% ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ (HCQS) !
ଭୁବନେଶ୍ୱର: ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ ଉପରେ ଆଂଶିକ ପ୍ରତିବନ୍ଧକ ଉଠାଇଛି ଭାରତ ସରକାର । ମ୍ୟାଲେରିଆ ପାଇଁ ଉଦ୍ଧିଷ୍ଟ ଏହି ଔଷଧକୁ ଆମେରିକା ସମେତ ଅନ୍ୟ କିଛି ରାଷ୍ଟ୍ରଙ୍କୁ ବି ଭାରତ ରପ୍ତାନୀ କରିଛି ।
ଏପରି ସ୍ଥିତିରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।…