Latest Odisha News

BREAKING NEWS

Browsing Tag

Cuttack

କଟକ ବଜାରରେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

କଟକ: ଆଜି ସନ୍ଧ୍ୟା ବେଳେ ଜନଗହଳି ପୂର୍ଣ୍ଣ କଟକ ଟାଉନ୍‌ର ମାଣିକ ବଜାରରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ୧୦୦ ମିଟର ଦୂରରେ ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍‌ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ…

କଟକରେ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ବିଧା, ଗୋଇଠା ମରାମରି

କଟକ: କଟକ ସ୍ଥିତ ନେତାଜୀ ସୁଭାଷ ମେମୋରିଆଲ୍ ସିଟି କଲେଜରେ ସୋମବାର ଦିନ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନାନୁସାରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ନିୟମିତ ଭାବରେ କଲେଜ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ…

ତ୍ରିଶୁଳିଆ ବ୍ରିଜରେ ଜଳିଗଲା ସ୍କୁଟି

କଟକ: କଟକସ୍ଥିତ ତ୍ରିଶୁଳିଆ ବ୍ରିଜରେ ଶନିବାର ସକାଳେ ଏକ ବୈଦ୍ୟୁତିକ ସ୍କୁଟରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ସୂଚନାନୁସାରେ, ଗାଡି ଚାଳକ ଜଣକ କଟକ ଅଭିମୁଖେ ଯାଉଥିବା ବେଳେ ଏହି ବୈଦ୍ୟୁତିକ ଯାନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା ଖବର ପାଇ ଅଗ୍ନିଶମ ବିଭାଗର…

ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ

କଟକ: ଆଉ ଗୋଟିଏ ଜୀବନ ନେଲା ସ୍କ୍ରବ୍ ଟାଇଫସ୍। କଟକସ୍ଥିତ ମହିମା ଆଶ୍ରମର ଜଣେ ସାଧୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ସୂଚନାନୁସାରେ, ମହିମା ସମ୍ପ୍ରଦାୟର ଜଣେ ଅନୁଗାମୀ ପ୍ରଭାକର ଦାସ ନିଆଳି ବ୍ଲକ ଅନ୍ତର୍ଗତ ଅନଲୋ ଗ୍ରାମରେ ରହୁଥିଲେ। କିଛି ସମୟ ପୂର୍ବରୁ ସେ ଔଷଧୀୟ ଗଛ…

ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ବୁଧବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଭଦ୍ରକ, କଟକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ନୟାଗଡ଼,…

ଖଣ୍ଡା ଆକ୍ରମଣରେ ଗୁରୁତର ଆହତ ହେଲେ ଅଙ୍ଗନବାଡି କର୍ମୀ

କଟକ: ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ। କଟକ ଜିଲ୍ଲାର ବାଙ୍କି ନିକଟ ନୁଆଗାଓଁ-ଖଜୁରିପଡା ରାସ୍ତାରେ ଥିବା ଚାରି ଛକରେ ସୋମବାର ସକାଳେ ଏଭଳି ଘଟଣା ଘଟିଛି। ଗୁରୁତର ଆହତ ଅଙ୍ଗନବାଡି କର୍ମୀ ଜଣକ ବାଙ୍କି ତହସିଲ ଅନ୍ତର୍ଗତ ଅନୁରୀ ଗାଁର ବାସିନ୍ଦା ଭାରତୀ ଜେନା ବୋଲି ଜଣାପଡିଛି।…

ଚପଲ ଓ ଫୋନ୍ ରଖି ମହାନଦୀକୁ ଡେଇଁପଡିଲେ ମହିଳା

କଟକ: କଟକ ଜୋବ୍ରା ବ୍ୟାରେଜରୁ ରବିବାର ଦିନ ଜଣେ ମହିଳା ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି। ସୂଚନାନୁସାରେ, ସେ ବ୍ୟାଗ, ଚପଲ ଏବଂ ମୋବାଇଲ୍ ଫୋନ୍ ରଖି ନଦୀକୁ ଡେଇଁପଡିଛନ୍ତି। ତାଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରିଥିଲେ। ଯାହାପରେ ତାଙ୍କୁ ଏସସିବି ମେଡିକାଲରେ…

ଡମଡମଣି ଡ୍ୟାମରେ ବୁଡିଗଲେ ଦୁଇ ସାଙ୍ଗ

କଟକ: କଟକର ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ଡ୍ୟାମରେ ବୁଧବାର ଦିନ ବୁଡି ଦୁଇ ଜଣ ସାଙ୍ଗଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, କଟକ ଷ୍ଟୁଆର୍ଟ କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ୫ ଜଣ ସାଙ୍ଗ ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ପରେ ସେମାନେ ଡ୍ୟାମ ପାଖକୁ ଯାଇଥିଲେ। ସେମାନଙ୍କ ଭିତରୁ…

କପଡା ଦୋକାନରୁ ଲୁଟି ନେଲେ ୨.୫୦ ଲକ୍ଷ ଟଙ୍କା, ସିସିଟିଭିରେ କଏଦ ଚୋରିର ଦୃଶ୍ୟ

କଟକ: କଟକରେ ଥିବା ଏକ କପଡା ଦୋକାନରେ ପଶି ୨.୫୦ଲକ୍ଷ ନଗଦ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ୍ତ। ଚୋରି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ସହରର ମଧୁପାଟଣା ଅଞ୍ଚଳରେ ଘଟିଛି। ଆଜି ସକାଳେ ମାଲିକ ଯେତେବେଳେ ଦୋକାନ ଖୋଲିବାକୁ ଆସିଥିଲେ ସେତେବେଳେ ଚୋରି ହୋଇଥିବା ନେଇ…

ଏଯାଏଁ ମିଳୁନି ମହାନଦୀକୁ ଡେଇଁଥିବା ଯୁବକଙ୍କ ପତ୍ତା

କଟକ: ଗତକାଲି ରାତିରେ ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ଯୁବକ ଜଣକ ହେଉଛନ୍ତି କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ। ସୂଚନା ଅନୁଯାୟୀ, ଆଜି ସକାଳୁ ଅଗ୍ନିଶମ ବାହିନୀ…