Latest Odisha News

BREAKING NEWS

Browsing Tag

Cuttack

ନିଶା ପାଇଁ ବାପର ଜୀବନ ନେଲା ପୁଅ

କଟକ : ପିଶାଚ ସାଜିଲା ପୁଅ । ପିଟି ପିଟି ବାପାର ଜୀବନ ନେଇଗଲା । ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ । ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫)। ବାଲୁଙ୍କେଶ୍ୱର ପୁଅ ହେଉଛନ୍ତି ଅପର୍ତି ମହାନ୍ତି ।…

ଦ୍ୱୈତ ନଗରୀରେ ସୁଗମ ହେବ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ଷମ ହେଲା କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ

ଭୁବନେଶ୍ବର : ସୋମବାର କାର୍ଯ୍ୟକ୍ଷମ ହୋଇଛି କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ୍। ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ…

ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

କଟକ: ଶନିବାର ଅଷ୍ଟପ୍ରହରୀ ପ୍ରସାଦ ଖାଇବାର କିଛି ଘଣ୍ଟା ପରେ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । କଟକ ଜିଲ୍ଲା ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଯଜ୍ଞ ହେଉଥିଲା । ଶୁକ୍ରବାର ରାତିରେ ଅଷ୍ଟପ୍ରହରୀ ଶେଷ ହେବା ପରେ କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳି ଗାଁର ଲୋକ…

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି । ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର…

ମେଟ୍ରୋ ରେଳ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଚାଲିବ…

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଦୈତନଗରୀ ଭୁବନେଶ୍ବର ଓ କଟକବାସୀଙ୍କ ସମେତ ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାନେ, ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ଦୈତ ନଗରୀ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରକ୍ରିୟା ଆରମ୍ଭ, କ୍ଷେତ୍ର ପରିଦର୍ଶନ କଲା ସଚିବ ସ୍ତରୀୟ…

ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ସକାଳ ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟି ତାର କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲା । ସଚିବ ସ୍ତରୀୟ କମିଟିରେ ମୁଖ୍ୟ…

ବଡମ୍ବା ହାଜତ ମୃତ୍ୟୁ ମାମଲା, କଟକ ଜିଲ୍ଲାପାଳ ଏବଂ ପିସିସିଏଫଙ୍କୁ ଏନଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବଡ଼ମ୍ବା ଜଙ୍ଗଲ ବିଭାଗ ହାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର କଟକ ଜିଲ୍ଲାପାଳ ଏବଂ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।…

ବାରମ୍ବାର ଗସ୍ତକୁ ନେଇ ଚର୍ଚ୍ଚା, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ କି ଅଶ୍ଵିନୀ !

କଟକ : ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାରମ୍ଵାର କଟକ ଗ୍ରସ୍ତ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାର କଟକ ରେଳ ଷ୍ଟେସନଠାରେ ଭଦ୍ରକ – ନୟାଗଡ଼ ଟାଉନ – ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ। ‌ଆଉ ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ…

ମରିଗଲା ପରେ ୨ ଜଣଙ୍କ ଜୀବନ ବଞ୍ଚାଇଲେ

କଟକ: ଜଣେ ବ୍ରେନ୍ ଡେଡଙ୍କ କିଡନୀରେ ୨ ଜଣ ନୂଆ ଜୀବନ ପାଇଛନ୍ତି । କଟକ ବଡ଼ ମେଡିକାଲରେ ଏହା ସମ୍ଭବ ହୋଇଛି । ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ବ୍ରେନ୍ ଡେଡଙ୍କ କିଡନୀକୁ ୨ ଜଣଙ୍କ ଠାରେ ପ୍ରତିରୋପଣ କରି ନୂଆ ଜୀବନ ଦେଇଛନ୍ତି । ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କଟକ…

ହତ୍ୟା ମାମଲାରେ ଗିରଫ ହେଲେ ଅବସରପ୍ରାପ୍ତ ଯବାନ

କଟକ: ଏକ ଗୁଳିକାଣ୍ଡ ହତ୍ୟା ମାମଲାରେ କଟକ ଜିଲ୍ଲା ଆଠଗଡ଼ ଥାନା ପୋଲିସ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗିରଫ କରିଛି । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଫେବ୍ରୁଆରୀ ୧୩ ତାରିଖରେ ଜେନାପଡ଼ାରେ ଗୁଳିକାଣ୍ଡ ହୋଇଥିଲା । ପିଲାଟି ଦିନରୁ ଅଭିଯୁକ୍ତ ବଂଶୀଧର ନାୟକ ଓରଫ୍…