Latest Odisha News

BREAKING NEWS

Browsing Tag

Cuttack news

୪ ଦିନ ନିଖୋଜ ପରେ କୂଅରୁ ଉଦ୍ଧାର ହେଲା ଓକିଲଙ୍କ ମୃତ ଦେହ

କଟକ: ୪ ଦିନ ହେଲା ନିଖୋଜ ଥିବା ଓକିଲଙ୍କୁ ପୋଲିସ ଉଦ୍ଧାର କରିଛି ଏକ କୂଅ ଭିତରୁ । କେହି ତାଙ୍କୁ ହତ୍ୟା କରିବା ପରେ କୂଅ ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପାରିବାରିକ ଶତ୍ରୁତାରୁ କେହି ତାଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୪ ଦିନ ଧରି…

ମୋଟରସାଇକେଲ ରଖିବାକୁ ନେଇ ଗଣ୍ଡଗୋଳ,ଜଣେ ମୃତ ୩ ଗୁରୁତର

କଟକ : ମୋଟର ସାଇକେଲ ରଖିବାକୁ ନେଇ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡୋଗୋଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। କଟକ ବଡମ୍ବା ଥାନା ମୁଗଗହିର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।…

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଏର ହେଲା ରିଟ୍ ପିଟିସନ

କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ…