କଟକ ସହରରେ ବଢ଼ିବନି ସଟ୍ଡାଉନ୍ ଅବଧି
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ । ଆଜି ଏହି ସଟଡାଉନ ଅବଧି ସରୁଥିବା ବେଳେ ଏହା ଆଗକୁ ଆଉ ବୃଦ୍ଧି ହେବନାହିଁ ବୋଲି ସୂଚନା ଦେଇଛି କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) ।
ବଢୁଥିବା ସଂକ୍ରମଣକୁ ଦୃଷ୍ଟିରର ରଖି ଗତ ସୋମବାରଠାରୁ ୨ଟି ପର୍ଯ୍ୟାୟରେ ସଟ୍ଡାଉନ୍ ଲାଗୁ…