Latest Odisha News

BREAKING NEWS

Browsing Tag

cuttcak

ମାସ୍କ ପିନ୍ଧି ନଥିଲେ ବୋଲି… ମହିଳାଙ୍କୁ ପୋଲିସର ମାଡ

କଟକ: ପୋଲିସର ମାସ୍କ ଚେକିଂ ବେଳେ ଲଙ୍କାକାଣ୍ଡ । ମହିଳାଙ୍କୁ ନିର୍ଘାତିଆ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ଓଲଟପୁର ଥାନା ଅଧିନ ଅଡଶପୁର ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ପରେ…

ଏଥର ରକ୍ଷା ବନ୍ଧନରେ ଡିଜିଟାଲ ରାକ୍ଷୀ

କଟକ: ଏଥର ଭାଇ ହାତରେ ଭଉଣୀ ବାନ୍ଧିବେ ଡିଜିଟାଲ ରାକ୍ଷୀ । କେବଳ ରାକ୍ଷୀ ନୁହେଁ ମାସ୍କ ଓ ସାନିଟାଇଜର ଭେଟି ଦେଇ ପାରିବେ । କଟକରେ ତିଆରି ହୋଇଛି ଏହି ଡିଜିଟାଲ ରାକ୍ଷୀ । ଥ୍ରୀ ଡି ମାସ୍କ ନିର୍ମାଣ କରି ଚର୍ଚ୍ଚାରେ ଆସିଥିବା ଈଶ୍ୱର ସାହୁ ଡିଜିଟାଲ ରାକ୍ଷୀ ତିଆରି କରିଛନ୍ତି। ଯେଉଁଥିରେ…

ଏଥର କଟକରେ ହେବନି ଗଣେଶ ପୂଜା

କଟକ: ବର୍ଷ ବର୍ଷ ଧରି ହେଉଥିବା ଗଣେଶ ପୂଜା ଉପରେ ପଡିଛି କରୋନା ମହାମାରୀର ପ୍ରଭାବ । ଏଥର ସିଲଭର ସିଟି କଟକରେ ହେବନି ଗଣେଷ ପୂଜା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନ ଏବଂ କୌଣସି ସଂସ୍ଥା କିମ୍ବା ପୂଜା କମିଟି…